ଲଗ୍ନ କାଳ Lagna kāḻa

  • ସଂ. ବି—(କର୍ମଧା) — କୌଣସି ଶୁଭ କାର୍ଯ୍ୟ କରିବାପାଇଁ ଜ୍ୟୋତିଷ ଗଣନା କ୍ରମେ ନିର୍ଦ୍ଧାରିତ ଶୁଭ ସମୟ — Auspicious time fixed upon by astrologers for the performance of any work (Apte)