ଲଗ୍ନ କଙ୍କଣ Lagana kaṇkaṇa

  • ସଂ. ବି — ବିବାହ ପୂର୍ବରୁ ବର ଓ କନ୍ୟାଙ୍କ ହାତର ଗଣ୍ଠିରେ ବନ୍ଧା ଯିବା ମଙ୍ଗଳ ସୂତ୍ର ବା କଙ୍କଣ [ହି. ଶ.] — An auspicious bangle or tie put on the wrist of the bride and bridegroom before marriage