ଲଗେଜ୍ ଭାନ୍ Lagej bhān

  • ବୈଦେ. ବି. (ଇଂ.) — ଯେଉଁ ରେଳ ଡବାରେ ଯାତ୍ରୀ— ମାନଙ୍କର ଲଗେଜ୍ଗୁଡ଼ିକ ଏକତ୍ର ହୋଇ ଗାର୍ଡ଼ ଜିମା ରହେ — Luggage van of a railway train