ଲଗେଜ୍ ଟିକେଟ୍ Lagej ṭikeṭ

  • ବୈଦେ. ବି. (ଇଂ. ଲଗ୍ଗେଜ୍+ଟିକେଟ୍) — ଲଗେଜ୍ ଓଜନ କରି ତହିଁ ନିମନ୍ତେ ଦେୟ ଭଡ଼ା ରେଲ କର୍ମଚାରୀଙ୍କୁ ଦେଇ ତାଙ୍କ ଜିମା ଲଗେଜ ଦେଇ ତାଙ୍କଠାରୁ ପ୍ରେରକ ଯେଉଁ ରସିଦ ଆଣେ — Luggage ticket