ଲଗେଜ୍ ଗୋଦାମ Lagej godāma

  • ବୈଦେ. ବି. (ଇଂ ଲଗ୍ଗେଜ୍ ଗୋଡାଉନ୍) — ରେଳ ଷ୍ଟେସନ୍ର ବା ବନ୍ଦରର ବା ଜାହାଜର ଯେଉଁ କୋଠରିରେ ଲଗେଜ୍ କରାଯାଇଥିବା ମାଲମାନ ଅଧିକାରୀଙ୍କୁ ଦିଆଯିବା ପାଇଁ ଜମା ହୋଇ ରହେ — Luggage room of a ship or railway station