ଲଗେଜ୍ କରିବା Lagej karibā
- ଦେ. କ୍ରି — ରେଳଗାଡ଼ିରେ ବା ଜାହାଜରେ ପର୍ଯ୍ୟଟକଙ୍କ ସଙ୍ଗେ ସ୍ଥାନାନ୍ତରକୁ ବାହିତ ହେବା ମାଲଗୁଡ଼ିକ (ଯାହା ଯାତ୍ରୀଙ୍କ ସଙ୍ଗେ ନିଜ କୋଠରିରେ ରଖିବାକୁ ସ୍ଥାନ ନ ଥାଏ) ଗଣ୍ଡିରା ବାନ୍ଧି, ଓଜନ କରି, ତହିଁର ମାସୁଲ୍ ରେଳ ବା ଜାହାଜ କୋମ୍ପାନୀଙ୍କୁ ଦେଇ ତାଙ୍କଠାରୁ ଟିକଟ୍ ଆଣି, ସେ ଗଣ୍ଠିରି ରେଳ ବା ଜାହାଜ କର୍ମଚାରୀ ମାରଫତ୍ ଅର୍ପଣ କରିବା — To book articles as railway luggage or ship luggage to be carried along with the passenger