ଲଗାଇ ହେବା Lagāi hebā

  • ଦେ. କ୍ରି — ଆପଣାର ଦେହରେ ତୈଳ ବା ହରିଦ୍ରା ଆଦି ନିଜେ ବୋଳି ହେବା — To anoint oil, turmeric etc on one's own person
  • ଦେ. କ୍ରି — (ଯଥା— କେହି ଦାସୀ ଆଜି ନ ଥିବାରୁ ସାଆନ୍ତାଣୀ ହାତରେ ମାଲପା ଲଗାଇ ହେଉଛନ୍ତି।)