ଲଖେଇବା Lakheibā

  • ଦେ. କ୍ରି — ଲକ୍ଷ୍ୟ କରିବା — To aim at
  • ଦେ. କ୍ରି — [ଉ— ବିନ୍ଧିଲେ କାଣ୍ଡ ପର ସେନାକୁ ଲଖାଇ—କୃଷ୍ଣସିଂହ, ମହାଭାରତ. ବନ।]
  • ଦେ. କ୍ରି — (ଲାଖିବା କ୍ରିୟାର ଣିଜନ୍ତ ରୂପ, କୌଣସି ବସ୍ତୁକୁ କୌଣସି ପଦାର୍ଥରେ ବା ସ୍ଥାନରେ ସଂଲଗ୍ନ କରାଇବା — To cause to stick