ଲଖ୍ଲଖା Lakh-lakhā

  • ବୈଦେ. ବି (ଫା) — ଗୋଲାପ ପାଣି ବା ଅନ୍ଯ ସୁବାସଦ୍ୱାରା ସୁବାସିତ ନିଶାଦଳ ମିଶ୍ରିତ ସୁଗନ୍ଧ — A kind of scented smelling salt
  • ବୈଦେ. ବି (ଫା) — [ଦ୍ର— ଏହାକୁ ଶୁଙ୍ଘାଇକରି ବେହୋସ୍ ହୋଇଥିବା ଲୋକର ହୋସ୍ ଅଣାଯାଏ।]