ଲଖିବା Lakhibā

  • ଦେ. କ୍ରି—(ସଂ. ଲକ୍ଷ୍ ଧାତୁ) — ଲକ୍ଷ କରିବା — To aim at
  • ଦେ. କ୍ରି—(ସଂ. ଲକ୍ଷ୍ ଧାତୁ) — ଦୃଷ୍ଟି କରିବା — To see; to observe
  • ଦେ. କ୍ରି—(ସଂ. ଲକ୍ଷ୍ ଧାତୁ) — ତୁଳନା କରିବା — To compare