ଲକଡ଼ି ଝେମ Lakaṟḍ̠i jhema

  • ପ୍ରାଦେ. (କଟକ ସହର)ଅ — କଟକ ସହରରେ ମାଘ ପୂର୍ଣ୍ଣିମା ଦିନ ସନ୍ଧ୍ୟା ବେଳେ ଅଗ୍ନ୍ୟୁତ୍ସବ ପାଇଁ ବଜାରବାସୀ ଟୋକାମାନେ ବଜାରର ଗୃହସ୍ଥମାନଙ୍କ ନିକଟରୁ ଚାନ୍ଦା ମାଗିବା ବେଳେ ଦୁଇ ଖଣ୍ଡ କାଠିକୁ ଦୁଇ ହାତରେ ଧରି ଠକ ଠକ କରି ବଜାଇ ବୋଲିବା ପଦ — A sound repeated by youngmen of the town of Cuttack while striking 2 sticks together and begging pice from door to door to ignite the bonfire on the evening of Māgha fullmoon