ଲକ୍ଷ୍ୟାଲକ୍ଷି Lakshyālakshi

  • ଦେ. ବିଣ. ଓ ବି — ପରସ୍ପରକୁ ଲାଖ କରିବା — Aiming mutually at each other
  • ଦେ. ବିଣ. ଓ ବି — (ଉ— ଘଟୋତ୍କଚ ଅଳମ୍ବୁଷ ଦୁଇଟି ବୀରେ, ଲକ୍ଷ୍ୟାଲକ୍ଷ୍ୟି ହୋଇଣ ଯୁଝିଲେ ରୋଷରେ —କୃଷ୍ଣସିଂହ, ମହାଭାରତ, ଦ୍ରୋଣ।]