ଲକ୍ଷ୍ୟାର୍ଥ Lakshyārtha

  • ସଂ. ବି (କର୍ମଧା) — ଶବ୍ଦର ବା ବାକ୍ୟର ଲକ୍ଷଣାର୍ଥ; ଲେଖକର ବା କଥକର ଉଦ୍ଦିଷ୍ଟ ଅର୍ଥ — The figurative or intended meaning of a word or sentence