ଲକ୍ଷ୍ୟହୀନ Lakshyahīna

  • ସଂ. ବିଣ. ପୁଂ. ( 3 ୟା ତତ୍; ଲକ୍ଷ୍ୟ+ହୀନ) — ଉଦ୍ଦେଶ୍ୟ- ହୀନ; ଯାହାର ବା ଯେଉଁ ବିଷୟରେ କୌଣସି ନିର୍ଦ୍ଦିଷ୍ଟ ଲକ୍ଷ୍ୟ ନ ଥାଏ — Aimless