ଲକ୍ଷ୍ୟସ୍ଥଳ Lakshya sthaḻa

  • ସଂ. ବି (କର୍ମଧା; ଲକ୍ଷ୍ୟ+ସ୍ଥଳ) — ଉଦ୍ଦିଷ୍ଟ ସ୍ଥାନ ସଂକଳ୍ପିତ ସ୍ଥାନ ବା ବସ୍ତୁ — The goal; the place aimed at; the thing aimed at
  • ସଂ. ବି (କର୍ମଧା; ଲକ୍ଷ୍ୟ+ସ୍ଥଳ) — ଶରବ୍ୟ — Target