ଲକ୍ଷ୍ୟ ରଖିବା Lakshya rakhibā

  • ଦେ. କ୍ରି—(ଲକ୍ଷ+ରକ୍ଷଣ) — କୌଣସି ଉଦ୍ଦେଶ୍ୟ ପ୍ରତି ଦୃଷ୍ଟି ରଖିବା — To aim at a goal
  • ଦେ. କ୍ରି—(ଲକ୍ଷ+ରକ୍ଷଣ) — କୌଣସି ନିର୍ଦ୍ଦିଷ୍ଟ ଶରବ୍ୟ ପ୍ରତି ଦୃଷ୍ଟି ରଖିବା — To aim at hitting a target