ଲକ୍ଷ୍ୟ ବେଧୀ Lakshya bedhī

  • ସଂ. ବିଣ. ପୁଂ.— (ଲକ୍ଷ୍ୟ+ବ୍ୟଧ୍ ଧାତୁ+କର୍ତ୍ତୃ. ଇନ୍ 1 ମା. 1 ବ) — ଯେ ଲକ୍ଷ୍ୟ ଭେଦ କରେ; ଉଡ଼ୁଥିବା ବା ଚଳୁଥିବା ବସ୍ତୁ ବା ଜୀବକୁ ଲକ୍ଷ୍ୟ କରି ଯେ ଶର ଆଦି ମାରି ପାରେ — Able to shoot at a target with success; capable hitting at a moving thing