ଲକ୍ଷ୍ୟ ବିନ୍ଧିବା Lakshya bindhibā

  • ଦେ. କ୍ରି — (ଲକ୍ଷ୍ୟ+ବିନ୍ଧିବା)—ଉଦ୍ଦିଷ୍ଟ ଲକ୍ଷ୍ୟକୁ ଭେଦ କରିବାକୁ ସମର୍ଥ ହେବା; ଲାଖବିନ୍ଧିବା — To succeed in striking at the target