ଲକ୍ଷ୍ମୀ Lakshmī

  • ସଂ. ବି. ସ୍ତ୍ରୀ—(ଲକ୍ଷ୍ ଧାତୁ=ଦର୍ଶନ କରିବା ଇତ୍ୟାଦି+ କର୍ମ. ଈ.; ନିପାତନ; ମ. ଆଗମ) — ମହାଲକ୍ଷ୍ମୀ; ବିଷ୍ଣୁଙ୍କର ଦୁଇ ପତ୍ନୀଙ୍କ ମଧ୍ୟରୁ ଜଣେ — Name of one of the two wives of God Bishṇu
  • ସଂ. ବି. ସ୍ତ୍ରୀ—(ଲକ୍ଷ୍ ଧାତୁ=ଦର୍ଶନ କରିବା ଇତ୍ୟାଦି+ କର୍ମ. ଈ.; ନିପାତନ; ମ. ଆଗମ) — [ଦ୍ର— ନାରାୟଣଙ୍କର ଦୁଇ ପତ୍ନୀ, ଲକ୍ଷ୍ମୀ ଓ ସରସ୍ୱତୀ। ଲକ୍ଷ୍ମୀ ପୃଥିବୀରେ ସୌନ୍ଦର୍ଯ୍ୟ, ଶୋଭା, ଧନ, ଐଶ୍ୱର୍ଯ୍ୟ ଓ ସୌଭାଗ୍ୟର ଅଧିଷ୍ଠାତ୍ରୀ ଦେବୀ ବୋଲି ପ୍ରସିଦ୍ଧା। ଏହାଙ୍କ ବର୍ଣ୍ଣ, ଶ୍ୱେତଚମ୍ପକ ବା କଞ୍ଚନ ଫୁଲ ବା ହସ୍ତିଦନ୍ତ ପରି, କଟି ଅତି ସୂକ୍ଷ୍ମ, ନିତମ୍ବ ବିଶାଳ ଓ ହାତ 4 ଟି ବୋଲି କଳ୍ପିତ। ଏ ଅତ୍ୟନ୍ତ ସୁନ୍ଦରୀ ଓ ସଦାଯୁବତୀ। ମହର୍ଷି ଭୃଗୁଙ୍କ ଔରସରେ ଖ୍ୟାତିଙ୍କ ଗର୍ଭରେ ଏ ଜନ୍ମଗ୍ରହଣ କରିଥିଲେ। ଦେବରାଜ ଇନ୍ଦ୍ରଙ୍କୁ ଦୁର୍ବାସା ଅଭିଶାପ ଦେବାରୁ ତ୍ରିଲୋକ ଶ୍ରୀହୀନ ହେଲା ଓ ଲକ୍ଷ୍ମୀ ସମୁଦ୍ର ଗର୍ଭରେ ନିମଜ୍ଜିତା ହେଲେ। ପରେ ଦେବାସୁରମାନେ କ୍ଷୀର ସମୁଦ୍ରକୁ ମନ୍ଥନ କରିବା ବେଳେ ଲକ୍ଷ୍ମୀ ସମୁଦ୍ର ମଧ୍ୟରୁ ବାହାରିଲେ। ନାରାୟଣଙ୍କ ଭିନ୍ନ ଭିନ୍ନ ଅବତାରରେ ଏ ଭିନ୍ନ ଭିନ୍ନ ରୂପରେ ଜନ୍ମଗ୍ରହଣ କରି ତାଙ୍କ ସ୍ତ୍ରୀ ହୋଇଅଛନ୍ତି। ଏ ସୀତା ରୂପରେ ପୃଥିବୀ ଗର୍ଭରୁ ବାହାରି ଜନକଙ୍କଦ୍ୱାରା ପାଳିତା ହୋଇ ରାମଚନ୍ଦ୍ରଙ୍କୁ ବିବାହ କରିଥିଲେ ଓ ପରେ ରୁକ୍ମିଣୀରୂପେ ଶ୍ରୀକୃଷ୍ଣଙ୍କୁ ବିବାହ କଲେ।] — [ଦ୍ର— ନାରାୟଣଙ୍କର ଦୁଇ ପତ୍ନୀ, ଲକ୍ଷ୍ମୀ ଓ ସରସ୍ୱତୀ ଲକ୍ଷ୍ମୀ ପୃଥିବୀରେ ସୌନ୍ଦର୍ଯ୍ୟ, ଶୋଭା, ଧନ, ଐଶ୍ୱର୍ଯ୍ୟ ଓ ସୌଭାଗ୍ୟର ଅଧିଷ୍ଠାତ୍ରୀ ଦେବୀ ବୋଲି ପ୍ରସିଦ୍ଧା ଏହାଙ୍କ ବର୍ଣ୍ଣ, ଶ୍ୱେତଚମ୍ପକ ବା କଞ୍ଚନ ଫୁଲ ବା ହସ୍ତିଦନ୍ତ ପରି, କଟି ଅତି ସୂକ୍ଷ୍ମ, ନିତମ୍ବ ବିଶାଳ ଓ ହାତ4ଟି ବୋଲି କଳ୍ପିତ ଏ ଅତ୍ୟନ୍ତ ସୁନ୍ଦରୀ ଓ ସଦାଯୁବତୀ ମହର୍ଷି ଭୃଗୁଙ୍କ ଔରସରେ ଖ୍ୟାତିଙ୍କ ଗର୍ଭରେ ଏ ଜନ୍ମଗ୍ରହଣ କରିଥିଲେ ଦେବରାଜ ଇନ୍ଦ୍ରଙ୍କୁ ଦୁର୍ବାସା ଅଭିଶାପ ଦେବାରୁ ତ୍ରିଲୋକ ଶ୍ରୀହୀନ ହେଲା ଓ ଲକ୍ଷ୍ମୀ ସମୁଦ୍ର ଗର୍ଭରେ ନିମଜ୍ଜିତା ହେଲେ ପରେ ଦେବାସୁରମାନେ କ୍ଷୀର ସମୁଦ୍ରକୁ ମନ୍ଥନ କରିବା ବେଳେ ଲକ୍ଷ୍ମୀ ସମୁଦ୍ର ମଧ୍ୟରୁ ବାହାରିଲେ ନାରାୟଣଙ୍କ ଭିନ୍ନ ଭିନ୍ନ ଅବତାରରେ ଏ ଭିନ୍ନ ଭିନ୍ନ ରୂପରେ ଜନ୍ମଗ୍ରହଣ କରି ତାଙ୍କ ସ୍ତ୍ରୀ ହୋଇଅଛନ୍ତି ଏ ସୀତା ରୂପରେ ପୃଥିବୀ ଗର୍ଭରୁ ବାହାରି ଜନକଙ୍କଦ୍ୱାରା ପାଳିତା ହୋଇ ରାମଚନ୍ଦ୍ରଙ୍କୁ ବିବାହ କରିଥିଲେ ଓ ପରେ ରୁକ୍ମିଣୀରୂପେ ଶ୍ରୀକୃଷ୍ଣଙ୍କୁ ବିବାହ କଲେ]
  • ସଂ. ବି. ସ୍ତ୍ରୀ—(ଲକ୍ଷ୍ ଧାତୁ=ଦର୍ଶନ କରିବା ଇତ୍ୟାଦି+ କର୍ମ. ଈ.; ନିପାତନ; ମ. ଆଗମ) — ରାମଚନ୍ଦ୍ରଙ୍କ ପତ୍ନୀ; ସୀତା — Sītā, the wife of Rama
  • ସଂ. ବି. ସ୍ତ୍ରୀ—(ଲକ୍ଷ୍ ଧାତୁ=ଦର୍ଶନ କରିବା ଇତ୍ୟାଦି+ କର୍ମ. ଈ.; ନିପାତନ; ମ. ଆଗମ) — ଶ୍ରୀ; ଶୋଭା; ସୌନ୍ଦର୍ଯ୍ୟ — Beauty; grace; splendour
  • ସଂ. ବି. ସ୍ତ୍ରୀ—(ଲକ୍ଷ୍ ଧାତୁ=ଦର୍ଶନ କରିବା ଇତ୍ୟାଦି+ କର୍ମ. ଈ.; ନିପାତନ; ମ. ଆଗମ) — ଶ୍ରୀ; ଐଶ୍ୱର୍ଯ୍ୟ; ସମ୍ପତ୍ତି; ଧନ — Prosperity; riches; wealth
  • ସଂ. ବି. ସ୍ତ୍ରୀ—(ଲକ୍ଷ୍ ଧାତୁ=ଦର୍ଶନ କରିବା ଇତ୍ୟାଦି+ କର୍ମ. ଈ.; ନିପାତନ; ମ. ଆଗମ) — ଶ୍ରୀ; ଭାଗ୍ୟ; ସୌଭାଗ୍ୟ — Fortune; luck
  • ସଂ. ବି. ସ୍ତ୍ରୀ—(ଲକ୍ଷ୍ ଧାତୁ=ଦର୍ଶନ କରିବା ଇତ୍ୟାଦି+ କର୍ମ. ଈ.; ନିପାତନ; ମ. ଆଗମ) — ଦୁର୍ଗା — Goddess. Durgā
  • ସଂ. ବି. ସ୍ତ୍ରୀ—(ଲକ୍ଷ୍ ଧାତୁ=ଦର୍ଶନ କରିବା ଇତ୍ୟାଦି+ କର୍ମ. ଈ.; ନିପାତନ; ମ. ଆଗମ) — ରାଜଶ୍ରୀ — The Deity said to preside over a king's prosperity; splendour attached to a king; kingly grandeour personified
  • ସଂ. ବି. ସ୍ତ୍ରୀ—(ଲକ୍ଷ୍ ଧାତୁ=ଦର୍ଶନ କରିବା ଇତ୍ୟାଦି+ କର୍ମ. ଈ.; ନିପାତନ; ମ. ଆଗମ) — ଫଳିନୀ ବୃକ୍ଷ — A fruit-bearing tree
  • ସଂ. ବି. ସ୍ତ୍ରୀ—(ଲକ୍ଷ୍ ଧାତୁ=ଦର୍ଶନ କରିବା ଇତ୍ୟାଦି+ କର୍ମ. ଈ.; ନିପାତନ; ମ. ଆଗମ) — ଶମୀ; ଶାଇଁ ଗଛ — The Spung tree; prosopis Spicigera (tree)
  • ସଂ. ବି. ସ୍ତ୍ରୀ—(ଲକ୍ଷ୍ ଧାତୁ=ଦର୍ଶନ କରିବା ଇତ୍ୟାଦି+ କର୍ମ. ଈ.; ନିପାତନ; ମ. ଆଗମ) — ସ୍ଥଳପଦିନୀ — Jonidinam suffruticosum
  • ସଂ. ବି. ସ୍ତ୍ରୀ—(ଲକ୍ଷ୍ ଧାତୁ=ଦର୍ଶନ କରିବା ଇତ୍ୟାଦି+ କର୍ମ. ଈ.; ନିପାତନ; ମ. ଆଗମ) — ବୀର ପତ୍ନୀ — The wife of a hero