ଲକ୍ଷ୍ମୀପାଦ ଦେବା Lakshmī pāda debā

  • ଦେ. ବି — କୌଣସି ବ୍ଯକ୍ତିର ଆଗମନ ସଙ୍ଗେ ସଙ୍ଗେ କୌଣସି ସ୍ଥାନର ସୌଭାଗ୍ୟ ଉଦୟ ହେବା — The drawing of prosperity at a place on the advent of a particular person