ଲକ୍ଷ୍ମୀନାରାୟଣ ପୂଜା Lakshmīnārāyaṇa (pūjā)

  • ସଂ. ବି — ଶୁକ୍ଳ ଏକାଦଶୀ ଦିନ ଗୁରୁବାର ପଡ଼ିଲେ ସେଦିନ କରାଯିବା ଲକ୍ଷ୍ମୀଙ୍କର ଓ ନାରାୟଣଙ୍କ ପୂଜା — Worship of Lakshmī and Nārāyaṇa if a Thursday falls on the 11th day of a bright lunar fortnight