ଲକ୍ଷ୍ମୀଧର Lakshmīdhara

  • ସଂ. ବି. (ଲକ୍ଷ୍ମୀ+ଧୃ ଧାତୁ= ଧରିବା+କର୍ତ୍ତୃ. ଅ) — ବିଷ୍ଣୁ — Bishṇu
  • ସଂ. ବି. (ଲକ୍ଷ୍ମୀ+ଧୃ ଧାତୁ= ଧରିବା+କର୍ତ୍ତୃ. ଅ) — ସ୍ରଗ୍ବିଣୀ ଛାନ୍ଦର ଅନ୍ଯ ନାମ — Another name of the Sanscrit metre Sragbiṇi
  • ଦେ. ବି. ପୁଂ. — ପୁରୁଷଙ୍କ ନାମ — A name given to males