ଲକ୍ଷ୍ମୀକର Lakshmīkara

  • ଦେ. ବିଣ. (ସଂ. ଲକ୍ଷ୍ମୀକ) — ସୌଭାଗ୍ୟଯୁକ୍ତ — Fortunate; lucky
  • ଦେ. ବିଣ. (ସଂ. ଲକ୍ଷ୍ମୀକ) — [ଉ— ଅଟନ୍ତି ଏ ଚାରିହେଁ ଚାରି ଜାତିଙ୍କର ବଶିଷ୍ଠ ମହର୍ଷି ଟିକିଏ ଲକ୍ଷ୍ମୀକର। କୃଷ୍ଣସିଂହ, ମହାଭାରତ, ଶାନ୍ତି।]