ଲକ୍ଷ୍ମୀ ସ୍ୱଭାବା Laksmī swabhābā

  • ସଂ. ବିଣ. ସ୍ତ୍ରୀ—(ବହୁବ୍ରୀହି; ଲକ୍ଷ୍ମୀ+ସ୍ୱଭାବ) — ଲକ୍ଷ୍ମୀଙ୍କ ପରି ପ୍ରକୃତିବିଶିଷ୍ଟା ବା ଦାନଶୀଳା — (woman) Magnanimous or munificent like Laksmī