ଲକ୍ଷ୍ମୀ ଭଣ୍ଡାର Laksmī bhaṇḍāra
- ଦେ. ବି ( 6 ଷ୍ଠୀ ତତ୍; ଲକ୍ଷ୍ମୀ+ଭଣ୍ଡାର) — ଲକ୍ଷ୍ମୀ ଦେବୀଙ୍କ ଧନାଗାର ବା ଖାଦ୍ୟ ଭଣ୍ଡାର — The treasury or store room of the Goddess of wealth
- ଦେ. ବି ( 6 ଷ୍ଠୀ ତତ୍; ଲକ୍ଷ୍ମୀ+ଭଣ୍ଡାର) — [ଦ୍ର— ଏହି ଭଣ୍ଡାରରୁ ପୃଥିବୀରେ ବାସ କରୁଥିବା କଳ୍ପିତ ଛପନ କୋଟି ଜୀବଙ୍କ ପାଇଁ ଖାଦ୍ୟ ଲକ୍ଷ୍ମୀଙ୍କ ବାଣ୍ଟିବା କଥା ଲୋକେ ବିଶ୍ୱାସ କରନ୍ତି। ଏହି ଭଣ୍ଡାରରୁ ଯେତେ ବ୍ଯୟ ହେଉଥିଲେ ସୁଦ୍ଧା ଏହା ଅସରନ୍ତି ଥାଏ।]
- ଦେ. ବି ( 6 ଷ୍ଠୀ ତତ୍; ଲକ୍ଷ୍ମୀ+ଭଣ୍ଡାର) — ଲକ୍ଷ୍ମୀଙ୍କ ଭଣ୍ଡାର ଭଳି ଅତୁଳ ଧନ ରତ୍ନାଦି ଥିବା କୋଷାଗାର — Treasury containing gems and immense wealth like that of the Goddess Laksmī
- ଦେ. ବି ( 6 ଷ୍ଠୀ ତତ୍; ଲକ୍ଷ୍ମୀ+ଭଣ୍ଡାର) — ଅସରନ୍ତି ଭଣ୍ଡାର — Inexhaustible store