ଲକ୍ଷ୍ମୀ ବସେଇବା Lakshmī baseibā

  • ଦେ. କ୍ରି — ଲକ୍ଷ୍ମୀ ପୂଜା ନିମନ୍ତେ ଲକ୍ଷ୍ମୀଦେବୀଙ୍କ ପ୍ରତିମା ବା ଶୁକ୍ଳଧାନ୍ୟପୂର୍ଣ୍ଣ ମାଣକୁ ବସ୍ତ୍ରାଳଙ୍କୃତ କରି ପୀଠ ଉପରେ ସ୍ଥାପନ କରିବା — To set up the image of Lakshmī on a plat-form or wooden seat for worship