ଲକ୍ଷ୍ମୀ ପ୍ରସନ୍ନ ହେବା Lakshmī prasanna hebā

  • ଦେ. ବି (ଆଶୀର୍ବଚନ) (ସଂ. ଲକ୍ଷ୍ମୀ, ପ୍ରସନ୍ନ) — ଲକ୍ଷ୍ମୀ ବୃଦ୍ଧି ହେବା — Increase of prosperity
  • ଦେ. ବି (ଆଶୀର୍ବଚନ) (ସଂ. ଲକ୍ଷ୍ମୀ, ପ୍ରସନ୍ନ) — [ଲକ୍ଷ୍ମୀ ବରଦା ହେବା, ଲକ୍ଷ୍ମୀ ବରଦାଏ (ଇ, ୟ) ହେବା, ଲକ୍ଷ୍ମୀ ବରଦା (ଏ, ୟ)କ ହେବା, ଲକ୍ଷ୍ମୀ ବରଦାୟ (ୟି, ଯେ)ନୀ ହେବା—ଅନ୍ଯରୂପ]