ଲକ୍ଷ୍ମୀ ନାରାୟଣ Lakshmī nārāyaṇa
- ସଂ. ବି (ଦ୍ୱନ୍ଦ୍ୱ) (ଲକ୍ଷ୍ମୀ +ନାରାୟଣ) — ଲକ୍ଷ୍ମୀ ଓ ନାରାୟଣଙ୍କ ଯୁଗଳମୂର୍ତ୍ତି — The twin form of Lakshmī and Nārāyaṇa
- ସଂ. ବି (ଦ୍ୱନ୍ଦ୍ୱ) (ଲକ୍ଷ୍ମୀ +ନାରାୟଣ) — ଶାଳଗ୍ରାମ ବିଶେଷ — A species of Sāḻagrāma
- ସଂ. ବି (ଦ୍ୱନ୍ଦ୍ୱ) (ଲକ୍ଷ୍ମୀ +ନାରାୟଣ) — [ଦ୍ର—ଏହାର ବର୍ଣ୍ଣ ମେଘର ବର୍ଣ୍ଣପରି; ଗୋଟିଏ ଦ୍ୱାର ବା ଛିଦ୍ର; ଏକ ପାଖରେ ଚାରୋଟି ଚକ୍ର, ବନମାଳା ଓ ଗୋଶ୍ଚଦ ଚିହ୍ନ ଥାଏ।]
- ଦେ. ବି. ପୁଂ. — ପୁରୁଷଙ୍କ ନାମ — A name given to males