ଲକ୍ଷ୍ମୀ ତନୟ Lakshmī tanaya

  • ସଂ. ବି (ଲକ୍ଷ୍ମୀ +ତନୟ) — କାମଦେବ; ମଦନ — The God Cupid
  • ସଂ. ବି (ଲକ୍ଷ୍ମୀ +ତନୟ) — ଅଶ୍ୱ — Horse
  • ସଂ. ବି (ଲକ୍ଷ୍ମୀ +ତନୟ) — ରାମ— ଚନ୍ଦ୍ରଙ୍କର ଯମଜ ପୁତ୍ର ଦ୍ୱୟ ଲବ କୁଶ — Laba and Kuṡa; the twin sons of Rāmachandra
  • ସଂ. ବି (ଲକ୍ଷ୍ମୀ +ତନୟ) — ଧନୀ ବ୍ଯକ୍ତି — A rich man
  • ସଂ. ବି (ଲକ୍ଷ୍ମୀ +ତନୟ) — ଗନ୍ଧର୍ବ ବିଶେଷ — Name of a Gandharba