ଲକ୍ଷ୍ମୀ ଗୃହ Lakshmī gṛuha

  • ସଂ. ବି — (ଲକ୍ଷ୍ମୀ+ଗୃହ, 6 ଷ୍ଠୀ ତତ୍) — (ଲକ୍ଷ୍ମୀ+ଗୃହ,6ଷ୍ଠୀ ତତ୍)
  • ସଂ. ବି — ରକ୍ତୋତ୍ପଳ — The red water lily
  • ସଂ. ବି — ଯେଉଁ ସ୍ଥାନ ଧନ ବା ସୌଭାଗ୍ୟରେ ପୂର୍ଣ୍ଣ ହୋଇଅଛି — A place which is the abode of wealth or prosperity