ଲକ୍ଷ୍ମୀ ଅଂଶୀ Lakshmī amṡī

  • ଦେ. ବିଣ. ସ୍ତ୍ରୀ ଓ ପୁଂ. — ଲକ୍ଷ୍ମୀଙ୍କ ଅଂଶ ବା କଳା ଧାରଣ କରି ଜନ୍ମ ଗ୍ରହଣ କରିଥିବା (ସ୍ତ୍ରୀ— ପୁରୁଷ); ଲକ୍ଷ୍ମୀଙ୍କ ଅସାଧାରଣ ଦେବତ୍ୱ ବିଶିଷ୍ଟା (ସ୍ତ୍ରୀ)
  • ଦେ. ବିଣ. ସ୍ତ୍ରୀ ଓ ପୁଂ. — 1 — (a person) Born under the auspices of Goddess Lakshmī or having the uncommon qualities of Lakshmī
  • ଦେ. ବିଣ. ସ୍ତ୍ରୀ ଓ ପୁଂ. — ସୌଭାଗ୍ୟବାନ୍ — Fortunate; lucky (person)