ଲକ୍ଷ୍ମଣ Lakshmaṇa
- ସଂ. ବି. ପୁଂ.—(ଲକ୍ଷ୍ମନ୍ +ଅଛି ଅର୍ଥରେ ଅ) — ଚିହ୍ନ; ଦାଗ — Mark; sign; token; speck; spot (Apte)
- ସଂ. ବି. ପୁଂ.—(ଲକ୍ଷ୍ମନ୍ +ଅଛି ଅର୍ଥରେ ଅ) — ଭାବଗତି — Deportment; conduct
- ସଂ. ବି. ପୁଂ.—(ଲକ୍ଷ୍ମନ୍ +ଅଛି ଅର୍ଥରେ ଅ) — ସ୍ୱରୂପ — Actual form
- ସଂ. ବି. ପୁଂ.—(ଲକ୍ଷ୍ମନ୍ +ଅଛି ଅର୍ଥରେ ଅ) — ନାମ — Name
- ସଂ. ବି. ପୁଂ.—(ଲକ୍ଷ୍ମନ୍ +ଅଛି ଅର୍ଥରେ ଅ) — ସୌଭାଗ୍ୟ — Prosperity
- ସଂ. ବି. ପୁଂ.—(ଲକ୍ଷ୍ମନ୍ +ଅଛି ଅର୍ଥରେ ଅ) — ଶ୍ରୀ; ଶୋଭା — Beauty; grace
- ସଂ. ବି. ପୁଂ.—(ଲକ୍ଷ୍ମନ୍ +ଅଛି ଅର୍ଥରେ ଅ) — (ଉ—ବିଧବା ନାରୀ ସମାନ ଦିଶେ ସେ ଲକ୍ଷ୍ମଣହୀନ ରାମ ରଙ୍ଗ ହୋଇବାରୁ ଦୂର—ଭଞ୍ଜ, ବୈଦେହୀଶବିଳାସ।)
- ସଂ. ବି. ପୁଂ.—(ଲକ୍ଷ୍ମନ୍ +ଅଛି ଅର୍ଥରେ ଅ) — ସଂଜ୍ଞା — Definition (Apte)
- ସଂ. ବି. ପୁଂ.—(ଲକ୍ଷ୍ମନ୍ +ଅଛି ଅର୍ଥରେ ଅ) — ବିଶିଷ୍ଟତା; ବିଶିଷ୍ଟ ଚିହ୍ନ — Characteristic (Apte)
- ସଂ. ବି. ପୁଂ.—(ଲକ୍ଷ୍ମନ୍ +ଅଛି ଅର୍ଥରେ ଅ) — ପ୍ରଧାନ ବ୍ଯକ୍ତି — The chief or principal person
- ସଂ. ବି. ପୁଂ.—(ଲକ୍ଷ୍ମନ୍ +ଅଛି ଅର୍ଥରେ ଅ) — (ପୁଂ.) ସାରସ — A kind of crane
- ସଂ. ବି. ପୁଂ.—(ଲକ୍ଷ୍ମନ୍ +ଅଛି ଅର୍ଥରେ ଅ) — (ପୁଂ.) ସୁମିତ୍ରା ଗର୍ଭଜାତ ଦଶରଥ ପୁତ୍ର; ରାମଚନ୍ଦ୍ରଙ୍କର ବୈମାତ୍ରେୟ କନିଷ୍ଠ ଭ୍ରାତା ଓ ବନବାସର ସହଚର — A son of King Daṡaratha by Sumitrā, who accompanied Rāmachandra and Sītā to the forest