ଲକ୍ଷ୍ମଣା Lakshmaṇā

  • ସଂ. ବି. ସ୍ତ୍ରୀ>—(ଲକ୍ଷ୍ମଣ+ସ୍ତ୍ରୀ. ଆ) — ସାରସୀ; ହଂସୀ — A duck
  • ସଂ. ବି. ସ୍ତ୍ରୀ>—(ଲକ୍ଷ୍ମଣ+ସ୍ତ୍ରୀ. ଆ) — ଦୁର୍ଯ୍ୟୋଧନଙ୍କ ଏକ କନ୍ଯା — Name of a daughter of Durjyodhana
  • ସଂ. ବି. ସ୍ତ୍ରୀ>—(ଲକ୍ଷ୍ମଣ+ସ୍ତ୍ରୀ. ଆ) — [ଦ୍ର— ଏହାଙ୍କ ସ୍ୱୟମ୍ବର କାଳରେ କୃଷ୍ଣ— ତନୟ ଶାମ୍ବ ଏହାଙ୍କୁ ହରଣ କରିଥିଲେ। କିନ୍ତୁ କୌରବ- ମାନଙ୍କଦ୍ୱାରା ଶାମ୍ବ ପରାଜିତ ଓ ବନ୍ଦୀ ହେଲେ। ପରେ ବଳରାମ ତାଙ୍କୁ ମୁକ୍ତ କରାଇ ଲକ୍ଷ୍ମଣାଙ୍କ ସହିତ ଶାମ୍ବଙ୍କର ବିବାହ କରାଇଲେ।]
  • ସଂ. ବି. ସ୍ତ୍ରୀ>—(ଲକ୍ଷ୍ମଣ+ସ୍ତ୍ରୀ. ଆ) — ମଦ୍ର ରାଜାଙ୍କ କନ୍ଯା ଓ ଶ୍ରୀକୃଷ୍ଣଙ୍କ ଅଷ୍ଟ ପଟ୍ଟମହିଷୀଙ୍କ ମଧ୍ୟରୁ ଏକତମା — One of the queens of Sṛīkrushṇa
  • ସଂ. ବି. ସ୍ତ୍ରୀ>—(ଲକ୍ଷ୍ମଣ+ସ୍ତ୍ରୀ. ଆ) — (ବୈଦ୍ଯକ) ଲକ୍ଷଣାମୂଳ (ଦେଖ) — Lakshaṇāmūḻa (See)
  • ସଂ. ବି. ସ୍ତ୍ରୀ>—(ଲକ୍ଷ୍ମଣ+ସ୍ତ୍ରୀ. ଆ) — ଶ୍ୱେତ କଣ୍ଟକାରୀ; ଅଙ୍କରାନ୍ତି — Solanum Xanthocarpum (plant)
  • ସଂ. ବିଣ. ସ୍ତ୍ରୀ — ସୁଲକ୍ଷଣଯୁକ୍ତା — (a female) Possessed of auspicious marks