ଲକ୍ଷ୍ମଣଫଳ Lakshmaṇaphaḻa

  • ସଂ. ବି (ବୈଦ୍ଯକ) — ବୃକ୍ଷବିଶେଷ — A kind of tree
  • ସଂ. ବି (ବୈଦ୍ଯକ) — [ଦ୍ର— ଏହି ଗଛର ପତ୍ର, ଫୁଲ ଓ ଫଳ ଆକାରରେ ଆତ ସଦୃଶ। ପଣସ ଫଳ ଉପରେ ଯେଉଁପରି କଣ୍ଟାମାନ ଥାଏ ସେହିପରି ଟିକି ଟିକି କଣ୍ଟା ଏ ଫଳର ଚୋପାରେ ଥାଏ— ଦ୍ରବ୍ଯଗୁଣ, କଳ୍ପଦ୍ରୁମ।]