ଲକ୍ଷିମୀ Lakshimī

  • ଗ୍ରା. ବି — [ସ୍ତ୍ରୀ]— [ସଂ. ଲକ୍ଷ୍ମୀ]—ଲକ୍ଷ୍ମୀ (ଦେଖ) — Lakshmī (See)
  • ଗ୍ରା. ବି — (ପୁଂ.) (ଆଦରାର୍ଥକ) ଲକ୍ଷ୍ମୀଧରର ଡାକ ନାମ — A name for calling Lakshmīdhara