ଲକ୍ଷିବା Lakshibā

  • ଦେ. (ପଦ୍ଯ) କ୍ରି—(ସଂ. ଲକ୍ଷ୍ ଧାତୁ) — ଲକ୍ଷ କରିବା [ଦେଖ] — Laksha karibā (See)
  • ଦେ. (ପଦ୍ଯ) କ୍ରି—(ସଂ. ଲକ୍ଷ୍ ଧାତୁ) — [ଉ— ଜେମା ମୁଖଭଙ୍ଗି ଚାହାଣୀ ଭାଷାରୁ ଅନୁରାଗ ଲକ୍ଷି ତାର। ରାଧାନାଥ, ଯଯାତି।]
  • ଦେ. (ପଦ୍ଯ) କ୍ରି—(ସଂ. ଲକ୍ଷ୍ ଧାତୁ) — ତୁଳନା କରିବା — To compare
  • ଦେ. (ପଦ୍ଯ) କ୍ରି—(ସଂ. ଲକ୍ଷ୍ ଧାତୁ) — ସ୍ଥିର କରିବା; ଠଉରାଇବା — To ascertain
  • ଦେ. (ପଦ୍ଯ) କ୍ରି—(ସଂ. ଲକ୍ଷ୍ ଧାତୁ) — ନିରିଖି କରି ଦେଖିବା — To observe; to mark
  • ଦେ. (ପଦ୍ଯ) କ୍ରି—(ସଂ. ଲକ୍ଷ୍ ଧାତୁ) — [ଉ— ବୁଲଇ ନାନା ମାର୍ଗେ ଲୁଚି, କେହି ନ ପାରେ ତାକୁ ଲକ୍ଷି। ଜଗନ୍ନାଥ, ଭାଗବତ।]
  • ଦେ. (ପଦ୍ଯ) କ୍ରି—(ସଂ. ଲକ୍ଷ୍ ଧାତୁ) — ଚିହ୍ନିବା — To recognise; to distinguish