ଲକ୍ଷିତା Lakshitā

  • ସଂ. ବି. ସ୍ତ୍ରୀ — ପରକୀୟା ନାୟିକାଭେଦ; ଯେଉଁ ନାୟିକାର ଅଙ୍ଗ ଓ ବେଶଆଦିରେ ନାୟକ ସହିତ ଗୁପ୍ତ ସମ୍ଭୋଗର ଚିହ୍ନମାନ ସଖୀମାନଙ୍କ ଦ୍ୱାରା ଲକ୍ଷିତ ହୁଏ — A class of heroines in fiction whose secretly carried amour is detected by her friends in observing some signs of debauch in her limbs and garment