ଲକ୍ଷାବଧି Lakshābadhi

  • ସଂ. ବିଣ. (ବହୁବ୍ରୀହି) — ଏକ ଲକ୍ଷ ପର୍ଯ୍ୟନ୍ତ — Upto one hundred thousand
  • ସଂ. ବିଣ. (ବହୁବ୍ରୀହି) — ପ୍ରାୟ ଏକଲକ୍ଷ ପରିମିତ — About 1 lakh
  • ସଂ. ବିଣ. (ବହୁବ୍ରୀହି) — [ଉ—ମାହାଳିଆଟାରେ ଲକ୍ଷାବଧି ଟଙ୍କାର ମାଲିକ ହୋଇ ବସିଲା। ଫକୀରମୋହନ, ଗଳ୍ପସ୍ୱଳ୍ପ।]