ଲକ୍ଷଣୀୟ Lakshaṇīya

  • ସଂ. ବିଣ. (ଲକ୍ଷ୍ ଧାତୁ= ଦର୍ଶନ କରିବା ଇତ୍ୟାଦି+କର୍ମ. ଅନୀୟ) — ଅନୁଭବନୀୟ — Conceivable
  • ସଂ. ବିଣ. (ଲକ୍ଷ୍ ଧାତୁ= ଦର୍ଶନ କରିବା ଇତ୍ୟାଦି+କର୍ମ. ଅନୀୟ) — ଦର୍ଶନୀୟ — Visible