ଲକ୍ଷଣା Lakshaṇā
- ସଂ. ବି (ଲକ୍ଷ୍ ଧାତୁ+ଭାବ. ଅନ+ଆ) — ତୁଳନା — Comparison
- ସଂ. ବି (ଲକ୍ଷ୍ ଧାତୁ+ଭାବ. ଅନ+ଆ) — [ଉ— କାହିଁକି ଲକ୍ଷେ ଲକ୍ଷଣା ଯେ। ଭଞ୍ଜ. କୋଟିବ୍ରହ୍ମାଣ୍ଡସୁନ୍ଦରୀ।]
- ସଂ. ବି (ଲକ୍ଷ୍ ଧାତୁ+ଭାବ. ଅନ+ଆ) — ସାରସୀ — A female crane
- ସଂ. ବି (ଲକ୍ଷ୍ ଧାତୁ+ଭାବ. ଅନ+ଆ) — (ବ୍ୟାକରଣ) ଶବ୍ଦର ବୃତ୍ତି ବା ଶକ୍ତି ବିଶେଷ; ଯେଉଁ ଶକ୍ତି ଦ୍ୱାରା ଶବ୍ଦର ତାତ୍ପର୍ଯ୍ୟାର୍ଥ ଛଡ଼ା ପ୍ରୟୋଜନ, ପ୍ରୟୋଗ ବା ଉଦ୍ଦେଶ୍ୟ ଅନୁସାରେ ଭାବାର୍ଥର ବୋଧ ହୁଏ — (Grammar) Figurative or metaphorical sense of a word
- ସଂ. ବି (ଲକ୍ଷ୍ ଧାତୁ+ଭାବ. ଅନ+ଆ) — [ଦ୍ର— ଯଥା ସେ ଗଙ୍ଗାବାସୀ ହେଲେ, ଏଥିର ଲକ୍ଷଣାର୍ଥ,—ଗଙ୍ଗା ତୀରରେ ସେ ବାସ କଲେ।]
- ସଂ. ବି (ଲକ୍ଷ୍ ଧାତୁ+ଭାବ. ଅନ+ଆ) — ଉପମା ଦ୍ୱାରା ଅର୍ଥର ବା ଭାବର ପ୍ରକାଶ — Meta- phor
- ସଂ. ବି (ଲକ୍ଷ୍ ଧାତୁ+ଭାବ. ଅନ+ଆ) — (ଯଥା—ରାମ ତାଙ୍କ ସ୍କନ୍ଧରେ ରାଜ୍ୟଭାର ଗ୍ରହଣ କଲେ।)
- ସଂ. ବି (ଲକ୍ଷ୍ ଧାତୁ+ଭାବ. ଅନ+ଆ) — ରଚନାରେ ବା ଲେଖାରେ ଉହ୍ୟ ଶବ୍ଦ ବା ବାକ୍ୟ — Ellipsis in a composition
- ସଂ. ବି (ଲକ୍ଷ୍ ଧାତୁ+ଭାବ. ଅନ+ଆ) — କାବ୍ୟାଳଙ୍କାର ବିଶେଷ; ଯହିଁରେ ଶବ୍ଦର ଗୌଣ ଅର୍ଥ ପ୍ରକାଶିତ ହୁଏ — A figure of speech; an indirect application of secondary singificance of a word (Apte)
- ସଂ. ବି (ଲକ୍ଷ୍ ଧାତୁ+ଭାବ. ଅନ+ଆ) — [ଉଦାହରଣ— ଅନୁଗତେ ଅହୀ ଭସ୍ମ ବହନ୍ତି ଶଙ୍କର, ଭ୍ରମେ ବରି ଗଙ୍ଗା ପତ୍ନୀ ଶାୟଂତନୁଙ୍କର, ମିତ୍ରକାନ୍ତେ ଅଛି ଭୃଙ୍ଗେ ପଦ୍ମିନୀର ପ୍ରୀତି, ଅନୁଗତ ଅଙ୍ଗୀକୃତ ଧୀରେ ତ ପାଳନ୍ତି। ଅଭିମନ୍ୟୁ, ବିଦଗ୍ଧ ଚିନ୍ତାମଣି।]
- ସଂ. ବି (ଲକ୍ଷ୍ ଧାତୁ+ଭାବ. ଅନ+ଆ) — ହଂସୀ (ହି. ଶ.) — Goose
- ଦେ. ବି. (ସଂ. ଲକ୍ଷ୍ମଣା) — ଲକ୍ଷଣା ମୂଳ (ଦେଖ) — Lakshaṇāmūḻa (See)