ଲକ୍ଷଣକାର Lakshṇakāra

  • ସଂ. ବିଣ. (ଲକ୍ଷଣ+କୃ ଧାତୁ+କର୍ତ୍ତୃ. ଅ) — ଯେ ସୂତ୍ରାଦି ରଚନା କରନ୍ତି — The maker of aphorisms
  • ଦେ. ବିଣ — ସୁଲକ୍ଷଣଯୁକ୍ତ; ସୁନ୍ଦର — Beautiful; having auspicious signs