ଲକ୍ଷଣା ତର୍କ Lakshaṇā tarka

  • ସଂ. ବି — କାବ୍ୟାଳଙ୍କାର ବିଶେଷ — A figure of speech
  • ସଂ. ବି — (ଉଦାହରଣ—ସମୀର ମଧ୍ୟ ଈକାର ହରି ଇଚ୍ଛା କରି, ଅନଳ ମଧ୍ୟରେ ଦେଇ ପେଷିଛିକି ଗୋରୀ, ଅବଧିତ କଲୁ କାହିଁ ପାଇଁ, ଅମୃତ ଆଦ୍ୟରେ ପରା ବନ୍ଧୁ ଅଛୁ ଦେଇ। ଅଭିମନ୍ୟୁ, ବିଦଗ୍ଧ ଚିନ୍ତାମଣି।)