ଲକ୍ଷକ Lakshaka
- ସଂ. ବିଣ. (ଲକ୍ଷ୍ ଧାତୁ [ଣିଚ୍] ଲକ୍ଷି ଧାତୁ= ଦେଖାଇବା+ କର୍ତ୍ତୃ. ଅକ) — ଲକ୍ଷଣା ଦ୍ୱାରା ଅର୍ଥ ପ୍ରକାଶକ — Denoting the intended sense by a simile
- ସଂ. ବିଣ. (ଲକ୍ଷ୍ ଧାତୁ [ଣିଚ୍] ଲକ୍ଷି ଧାତୁ= ଦେଖାଇବା+ କର୍ତ୍ତୃ. ଅକ) — ଚିହ୍ନିତ କରିବା ବ୍ଯକ୍ତି — Marking; observing (person)