ଲକ୍ଷ ଦେବା Laksha debā

  • ଦେ. ବି — ତୁଳନା କରିବା; ଉପମା କରିବା — To compare with
  • ଦେ. ବି — (ଉ—ଲକ୍ଷ ଦେବୀ ସେବା କରି, ଲକ୍ଷ ଦେବି ତୋତେ ବିଚାରି କବିଏ ନ ପାଇଲେ ତିନି ପୁରୀ। କବିସୂର୍ଯ୍ୟ, କବିତା।)