ଲକ୍ଲକେଇବା Lak-lakeibā

  • ଦେ. କ୍ରି — ଜଳ ମରିଯିବାରୁ ନିଆଁ ଉପରେ ଭାତ ତିଅଣ, ଲହୁଣୀ, ବା ନଡ଼ିଆ ରସ ଲକ୍ ଲକ୍ ଶବ୍ଦ କରିବା — To make a sound of being overboiled (when water evaporates through heat; said of rice or curry or ghee.)
  • ଦେ. କ୍ରି — [ଉ— ଗଉଡ଼ୁଣୀ ଘର ଘି ପଲମ ଲକ୍ଲକେଇଲା ପନ୍ଦର ହାତି ତଉଁରୀ ଶାଢ଼ୀ ମୋ କାନିକି ନ ପାଇଲା। ଢଗ।]