ଲକାପାରା Lakapārā

  • ଦେ. ବି (ଆ. ଲକ୍କା+ସଂ. ପାରାବତ) — ବିସ୍ତୃତ ପୁଚ୍ଛବିଶିଷ୍ଟ ପାରାବତ — A sort of pigeon with spreading tail
  • ଦେ. ବି (ଆ. ଲକ୍କା+ସଂ. ପାରାବତ) — [ଦ୍ର— ଏମାନେ ଛାତିକୁ ଓ ବେକକୁ ଖୁବ୍ ଫୁଲାଇକରି ଚାଲନ୍ତି।]