ଲଇବ୍ରେରୀ Lāibrerī

  • ବୈଦେ. ବି—(ଇଂ.) — ପୁସ୍ତକାଗାର; ପୁସ୍ତକ ଭଣ୍ଡାର — Library
  • ବୈଦେ. ବି—(ଇଂ.) — (ଦ୍ର—ସ୍ଥାନବିଶେଷରେ ଲାଇବ୍ରେରୀର ନାମ ଭିନ୍ନ ଭିନ୍ନ ହୋଇଥାଏ। ଯଥା—ବାର୍ ଲାଇବ୍ରେରୀ; କଲେଜ୍ ଲାଇବ୍ରେରୀ; ଲ ଲାଇବ୍ରେରୀ, ହାଇକୋଟ ଲାଇବ୍ରେରୀ, ପବ୍ଲିକ୍ ଲାଇବ୍ରେରୀ, ଟାଉନ୍ ଲାଇବ୍ରେରୀ; ଇତ୍ୟାଦି)