ଲଇ ବାହାଡ଼ା Lai bāhāṟḍ̠ā

  • ପ୍ରାଦେ (ଗଡ଼ଜାତ) ବି (ସଂ. ଲତାବିଭୀତକ) — ଲତା ବିଶେଷ — A kind of creeper
  • ପ୍ରାଦେ (ଗଡ଼ଜାତ) ବି (ସଂ. ଲତାବିଭୀତକ) — [ଦ୍ର— ଏହାର ଚେର ମାଟି ଭିତରେ ବହୁଦୂର ଶାଖା ମେଲାଇ ମାଡ଼େ। ଏ ଲତା ପଡ଼ିଆ ଭୂମିରେ ହୁଏ। ଏହି ଲତାକୁ ହାଣିଦେଲେ ଚେରରୁ (ଭୂଇଁଭିତରୁ) କୁଆଁ ଦିଏ।]