ଲଇ ଗଣ୍ଠି Lai gaṇṭhi

  • ଦେ. ବି (ସଂ ଲତା ଗ୍ରନ୍ଥି) — ଲଇଦ୍ୱାରା ବତା ତା ଛଣ ଆଦିକୁ ଭିଡ଼ି ପକାଯାଇଥିବା ଗଣ୍ଠି — The knot tying the straw and split bamboo in with strings got from plants
  • ଦେ. ବି (ସଂ ଲତା ଗ୍ରନ୍ଥି) — ଚାଳରେ ଛୁଆଣି କରାଯାଇଥିବା ଛଣକୁ ଯେଉଁ ବତା ଟାଣି ଧରିଥାଏ ତାକୁ ଘରର ଚାଳ ସଙ୍ଗେ ଦୃଢ଼ କରି ବାନ୍ଧୁଥିବା ଗଣ୍ଠି — The knot with which the split bamboo put over the straw of the thatch is fastened to the bamboo farmework below it