ଲଅ ଲୁଆଣି La-a luāṇi

  • ଦେ. ବି (ସହରର) (ଶୁଭ ବାଚନ; ସଂ. ଲତା ଓ ଦ୍ୱିତୀୟ ନିରର୍ଥକ ସହଚର) — ସର୍ପାଦି ଜନ୍ତୁ; ସରୀସୃପ — Reptiles; snakes
  • ଦେ. ବି (ସହରର) (ଶୁଭ ବାଚନ; ସଂ. ଲତା ଓ ଦ୍ୱିତୀୟ ନିରର୍ଥକ ସହଚର) — ଗ୍ରା. ବିଣ (ସଂ. ନତ)— ଅତି ଅବନତ — Very low